Jump to content

ପାକଲା ଘଡ଼ି

ଉଇକିଅଭିଧାନ‌ରୁ

ପାକଲା ଘଡ଼ି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତେଲ ବା ଘିଅରେ ସଡ଼ ହୋଇଥିବା ମାଟିଘଡ଼ି — An earthen pot the pores of which have become saturated with ghee or oil.

[ଦ୍ରଷ୍ଟବ୍ୟ —ଏପରି ଘଡ଼ିରେ ଘିଅ ବା ତେଲ ରଖିଲେ ସେ ଘଡ଼ି ଉକ୍ତ ଘିଅ ବା ତେଲକୁ ଶୋଷିନିଏ ନାହିଁ ନୂଆ ଘଡ଼ିରେ ଘିଅ ବା ତେଲ ରଖିଲେ ଘଡ଼ିର ରନ୍ଧ୍ରମାନ କେତେକ ଘିଅ ବା ତେଲ ଶୋଷି ନିଏ ଏଥିପାଇଁ ଲୋକେ ପାକଲା ଘଡ଼ି, ପାକଲା ମାଠିଆ ଆଦିକୁ ଆଦର କରନ୍ତି

ଏହିପରି ପାକଲା ମାଠିଆ, ପାକଲା ହ଼ାଣ୍ଡି, ପାକଲା ପଲମ ଆଦି ଶବ୍ଦ ବ୍ୟବହୃତ ହୁଏ]