ପାକଲା ବାଡ଼ି
ଦେଖଣା
ପାକଲା ବାଡ଼ି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ବାଉଁଶ ବାଡ଼ି ବହୁଦିନ ବ୍ୟବହାର କରାଯିବାରୁ ଓ ସମୟେ ସମୟେ ତହିଁରେ ତେଲ ବୋଳାଯିବାରୁ ରକ୍ତାଭ ହଲଦିଆ ଦେଖାଯାଉଥାଏ — A bamboo walking stick which has assumed a yellowish tint by being handled for a long time and now and then besmeared with oil.