ପାକଳେଇବା
ଦେଖଣା
ପାକଳେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି—(ସଂସ୍କୃତ - ପକ୍ୱ)
[ସମ୍ପାଦନା]- ୧. ପଚାଇବା — ୧. To cause ripeness.
ଅନୁବାଦ
[ସମ୍ପାଦନା]- ୨. ସୂତା ଆଦିକୁ ବଳି ପାକଳ କରିବା — ୨. To twist yarn or fibres well.
ଅନୁବାଦ
[ସମ୍ପାଦନା]- ୩. ଫୁସୁଲେଇବା — ୩. To wheedle; to cajole.
ଅନୁବାଦ
[ସମ୍ପାଦନା]- ୪. (ସଂସ୍କୃତ - ପ୍ରକ୍ଷାଳନ) ଭକ୍ଷ୍ୟ ଦ୍ରବ୍ୟକୁ ଦାନ୍ତରେ ନ ଚୋବାଇ ଏ କଳରୁ ସେ କଳକୁ ଜିଭଦ୍ୱାରା ଚଳାଇବା — ୪. To cause food to slide from one side of the mouth to the other without chewing it.
- ୫. (ସଂସ୍କୃତ - ପ୍ରୋଦ୍ଗାର) ପାକୁଳି କରିବା; ରୋମନ୍ଥ କରିବା — ୫. To ruminate.