ପାକଶାଳା
ଦେଖଣା
ପାକଶାଳା
ଉଚ୍ଚାରଣ
[ସମ୍ପାଦନା](ପାକାଗାର—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(୬ଷ୍ଠୀ ତତ୍; ପାକ+ଶାଳା)
[ସମ୍ପାଦନା]ହାଣ୍ଡିଶାଳ; ରନ୍ଧନ ଶାଲା; ରାନ୍ଧଣା ଘର —Cook room; kitchen.
[ଦ୍ରଷ୍ଟବ୍ୟ —ହିନ୍ଦୁ ଶାସ୍ତ୍ରମତରେ ବାସଗୃହର ପୂର୍ବ ଦକ୍ଷିଣ (ଅଗ୍ନି) କୋଣରେ ଗୃହସ୍ଥ ପାକଶାଳା ନିର୍ମାଣ କରିବେ ଓ ଧୂଆଁ ବାହାରିଯିବା ପାଇଁ ଘରର ଛାତରେ ଗୋଟିଏ ଛୋଟ ଖିଡ଼ିକି କରିବେ—ହିନ୍ଦୀ - ଶ.]