Jump to content

ପାକସ୍ଥଳୀ

ଉଇକିଅଭିଧାନ‌ରୁ

ପାକସ୍ଥଳୀ

ଉଚ୍ଚାରଣ

[ସମ୍ପାଦନା]

(ପାକାଶୟ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ପାକ+ସ୍ଥଳୀ)

[ସମ୍ପାଦନା]

ପୁଟୀ; ପେଟ ମଧ୍ୟରେ ଯେଉଁ ମୁଣାରେ ଖାଦ୍ୟ ଜୀର୍ଣ୍ଣ ହେବା ସମୟରେ ରହେ; ପକ୍ୱାଶୟ — Stomach; digestive organ.



ପାକସ୍ଥଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ପାକ+ସ୍ଥାଳୀ)

[ସମ୍ପାଦନା]

ପାଗ ହାଣ୍ଡି; ରାନ୍ଧିବା ହାଣ୍ଡି —Cooking pot.