Jump to content

ପାକସ୍ଥାନ

ଉଇକିଅଭିଧାନ‌ରୁ

ପାକସ୍ଥାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ପାକ+ସ୍ଥାନ)

[ସମ୍ପାଦନା]
୧. ପାକଶାଳା; ରୁଷେଇ ଘର —୧. Cook room.
୨. କୁମ୍ଭାରର ଉହା —୨. Potter's kiln.