Jump to content

ପାକାସ୍ପୃଶ୍ୟା

ଉଇକିଅଭିଧାନ‌ରୁ

ପାକାସ୍ପୃଶ୍ୟା

ଉଚ୍ଚାରଣ

[ସମ୍ପାଦନା]

(ପାକାସ୍ପର୍ଶ୍ୟା—ଅନ୍ୟରୂପ)

ପାକାସ୍ପର୍ଶ, ପାକାସ୍ୱର୍ଶ(ଶା), ପାକାସ୍ୱରଶ(ଶା), ଦେଶଜରୂପ

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ବହୁବ୍ରୀହି; ପାକ+ଅସ୍ପୃଶ୍ୟ+ଅ; ପରନିପାତ; ପାକ ଅଟେ ଅସ୍ପୃଶ୍ୟ ଯାହାର)

[ସମ୍ପାଦନା]

ରଜସ୍ୱଳା; ଋତୁମତୀ — Menstruated; (a woman) in her menses.

[ଦ୍ରଷ୍ଟବ୍ୟ —ପାକାସ୍ପୃଶ୍ୟା ସଂସ୍କୃତ ଶବ୍ଦକୋଷରେ ମିଳେ ନାହିଁ ସମ୍ଭବତଃ ପଣ୍ଡିତମାନଙ୍କଦ୍ୱାରା ଏ ଶବ୍ଦ ପରେ ଚଳିଅଛି]