Jump to content

ପାକିଂ

ଉଇକିଅଭିଧାନ‌ରୁ

ପାକିଂ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପାକିଙ୍ଗ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପାକିଙ୍ଗ୍)

[ସମ୍ପାଦନା]

କୌଣସି ଦ୍ରବ୍ୟ ଦୂର ସ୍ଥାନକୁ ପଠାଇବା ପାଇଁ ପୋଟଳା ବା ପୁଡ଼ା ବାନ୍ଧିବା — Packing.