Jump to content

ପାକୁଆ

ଉଇକିଅଭିଧାନ‌ରୁ

ପାକୁଆ

ଉଚ୍ଚାରଣ

[ସମ୍ପାଦନା]

ପାକେଈ, ପାକୋଈ, ସ୍ତ୍ରୀ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଂ.—(ସଂସ୍କୃତ - ଫଳକ)

[ସମ୍ପାଦନା]
୧. ଦନ୍ତହୀନ — ୧. Toothless.

ମୁକୁଦା ହଳିଆ ପାକୁଆ ପାଟିଟା ଆ କରି, ଆଖି ବୁଜି ବାଡ଼କୁ ଆଉଜି ବସି ପଡ଼ିଅଛି ଫକୀରମୋହନ. ଛମାଣ ଆଠଗୁଣ୍ଠ

୨. ଜୀର୍ଣ୍ଣ —୨. Worn.
୩. ଦନ୍ଥରା (ହତିଆର) — ୩. Blunt (weapon).

ଯଥା—ପାକୁଆ କାଙ୍କ, ପାକୁଆ କଟୁରି