Jump to content

ପାକୁଳି କରିବା

ଉଇକିଅଭିଧାନ‌ରୁ

ପାକୁଳି କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପାକୁଳାଇବା, ପାକୁଳେଇବା ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପ୍ରୋଦ୍ଗାର)

[ସମ୍ପାଦନା]
୧. ରୋମନ୍ଥ କରିବା — ୧. To ruminate; to chew the cud.
୨. ପାକଳେଇବା; ଦନ୍ତହୀନ ବ୍ୟକ୍ତି ଖାଦ୍ୟ ଦ୍ରବ୍ୟକୁ କଳର ଏ ପାଖ ସେପାଖ ଗଡ଼ାଇବା — ୨. To roll the food inside the mouth from one side to the other without chewing.
୨. ନ ଚୋବାଇ ଗିଳିବା —୨. To swallow a thing without chewing.