Jump to content

ପାକୁ ପାକୁ

ଉଇକିଅଭିଧାନ‌ରୁ

ପାକୁ ପାକୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ଉପର୍ଯ୍ୟୁ ପରି ପାଟିକୁ ଆଁ କରି ପୁଣି ବନ୍ଦ କରିବା; ଟାକୁ ଟାକୁ — ୧. Alternately opening & shutting the mouth.

(ଯଥା—ମାଛଯାକ ଶୁଖିଲାରେ ପଡ଼ି ପାଟି ପାକୁ ପାକୁ କରୁ ଅଛନ୍ତି)

୨. ମୁମୁର୍ଷୁ ବ୍ୟକ୍ତିର କ୍ଷୀଣ ନିଶ୍ୱାସ ସହ ପାଟିକୁ ମେଲିବା ଓ ବନ୍ଦ କରିବା —୨. Feeble gaspings of a dying man accompanied with alternate opening and shutting of the lips.

(ଯଥା—ବୁଢ଼ା ଆସି ପାକୁ ପାକୁ ହେଲାଣି)

୩. ସମ୍ମୁଖରେ ଉପସ୍ଥିତ ଖାଦ୍ୟର ଲାଳସାରୁ ପାଟିକୁ ଉପର୍ଯ୍ୟୁପରି ମେଲିବା ଓ ବନ୍ଦ କରିବା; ଟାକୁ ଟାକୁ — ୩. Repeated opening and shutting of the mouth in eager hankering after some dainty food when it is before one's eyes.

(ଯଥା—ବାଘ ଆଧାର ଦେଖି ପାଟିକୁ ପାକୁ ପାକୁ କରୁଛି