ପାକ୍
ଦେଖଣା
ପାକ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈ. ବିଶେଷ୍ୟ -(ଇଂରାଜୀ - ପାକ୍କ)
[ସମ୍ପାଦନା]ସୂତାର ବିଡ଼ା — A pack of thread.
ପାକ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପାର୍କ)
[ସମ୍ପାଦନା]ଜନାକୀର୍ଣ୍ଣ ମଗର ମଧ୍ୟରେ ସାମୟିକ ବିଶ୍ରାମ ଗ୍ରହଣ ଉଦ୍ଦ୍ୟେଶରେ ନିର୍ମିତ ହୋଇଥିବା ବୃତ୍ତିବେଷ୍ଟିତ ଉପବନ —Park.