Jump to content

ପାକ ଚକ୍ର

ଉଇକିଅଭିଧାନ‌ରୁ

ପାକ ଚକ୍ର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ପରକ୍ରମ+ଚକ୍ର)

[ସମ୍ପାଦନା]
୧. ଶଠତା; କୌଶଳଜାଲ; କଳକୌଶଳ —୧. Arifice; stratagem.
୨. ପାଣି ଭଉରୀ; ମଳମଳୀ —୨. Eddy.
୩. ଅପରାଧୀକୁ ଦଣ୍ଡଦେବାର ଏକପ୍ରକାର ଚକ — ୩. A kind of wheel used in ancient times to punish criminals; rack.
୪. ଜଟିଳ ରହସ୍ୟ; କୁଟ ସମସ୍ୟା —୪. Riddle.
୫. ଚକ୍ରମଧ୍ୟସ୍ଥ ଚକ୍ର —୫. A wheel withen a wheel.
୬. ଘୁରୁଥିବା ଚକ —୬. A whirling wheel.