ପାକ ଯନ୍ତ୍ର
ଦେଖଣା
ପାକ ଯନ୍ତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ରନ୍ଧନାର୍ଥ ବ୍ୟବହୃତ ବେଜ୍ଞାନିକ ଚୁଲ୍ଲୀ — ୧. Oven constructed on scientific principles for cooking.
- ୨. ବୈଜ୍ଞାନିକ ଉପାୟରେ ଔଷଧାଦି ପାକ କରିବାପାଇଁ ବ୍ୟବହୃତ ଯନ୍ତ୍ର (ଜ୍ଞାନେନ୍ଦ୍ର) —୨. Scientific apparatus used for boiling medicines.
- ୩. ପାକସ୍ଥଳୀ; ଜଠରର ଯେଉଁ ସ୍ଥାନରେ ଭୁକ୍ତ ଦ୍ରବ୍ୟର ପରିପାକ ହୁଏ —୩. Digestive organ; stomach.