Jump to content

ପାଖଣ୍ଡ

ଉଇକିଅଭିଧାନ‌ରୁ

ପାଖଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଏକ ପାଆ ପରିମିତ — ୧. Measuring one fourth of a Seer.
୨. (ସଂସ୍କୃତ - ପାଷାଣ୍ଡ)—ଈଶ୍ୱରବିଶ୍ୱାସହୀନ —୨. Heretical.

ମକୁନ୍ଦ ପାଖଣ୍ଡ ଜୀବ ଏହୁ ବଡ଼ ଦ୍ୱନ୍ଦ—ପ୍ରାଚୀ ଶ୍ରୀ ଗୁରୁଭକ୍ତିଗୀତା

୩. (ସଂସ୍କୃତ - ପାଷାଣ୍ଡ) ପାଖାଣ୍ଡି (ଦେଖ) - — ୩. Pākhāṇḍi (See)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବେଦାଦି ହିନ୍ଦୁଧର୍ମ ଶାସ୍ତ୍ରରେ ଯାହାର ବିଶ୍ୱାସ ନାହିଁ — A heretic. (Apte).