Jump to content

ପାଖରୁ

ଉଇକିଅଭିଧାନ‌ରୁ

ପାଖରୁ

ଉଚ୍ଚାରଣ

[ସମ୍ପାଦନା]

(ପାଖୁରୁ, ପାଖୁଁ—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ପାଖ ଶବ୍ଦର ୫ମୀ ବିଭକ୍ତି ସୂଚର୍କ 'ରୁ' ଯୁକ୍ତ ହୋଇ ଅବ୍ୟୟରୂପେ ବ୍ୟବହୃତ)

[ସମ୍ପାଦନା]
୧. ନିକଟରୁ — ୧. From.
୨. ନିକଟବର୍ତ୍ତୀ ସ୍ଥାନରୁ — ୨. From an adjacent place.
୩. ଅମୁକର ଅଧିକାରରୁ ବା ଦଖଲରୁ — ୩. From the control or possession of.
୪. (ଅମୁକର) ଅଭିଭାବକତ୍ୱ ବା ଶିକ୍ଷକତ୍ୱର ଅଧୀନତାରୁ — ୪. From the guardianship or tutorship of (a person).

(ଯଥା— ମୁଁ ପିଲାକୁ ଚାହାଳିର ଅବଧାନଙ୍କ ପାଖରୁପ ଉଠାଇଆଣି ଇସ୍କୁଲ ମାଷ୍ଟରଙ୍କ ପାଖରେ ଛାଡ଼ି ଦେଇଛି)

୫. (ଅମୁକର) ସାହଚର୍ଯ୍ୟରୁ —୫. From the company or companioship (of a person.).
୬. (ଅମୁକ ନିକଟରେ କରିବା) ଚାକିରିରୁ ବା ସେବାରୁ — ୬. From the service of (a person).
୭. (ଅମୁକ) ଦିଗରୁ —୭. From the quarter or direction of.

[ଦ୍ରଷ୍ଟବ୍ୟ —ବାଲେଶ୍ୱର ଅଞ୍ଚଳରେ 'ଘର ପାଖରୁ' ଶବ୍ଦ ଘରଠାରୁ ଅର୍ଥରେ ବ୍ୟବହୃତ ହୁଏ]