ପାଖାଣ୍ଡ
ଦେଖଣା
ପାଖାଣ୍ଡ
ଉଚ୍ଚାରଣ
[ସମ୍ପାଦନା]ପାଖାଣ୍ଡି ପଣ, ପାଖାଣ୍ଡିପଣିଆ ବିଶେଷ୍ୟ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - —(ସଂସ୍କୃତ - ପାଷାଣ୍ଡ= ବେଦବିରୁଦ୍ଧଚାରୀ; ସଂସ୍କୃତ - ପାଖଣ୍ଡ 'ଷ' ସ୍ଥାନରେ ଖ ଉଚ୍ଚାରଣ; ସଂସ୍କୃତରେ ମଧ୍ୟ ପାଷଣ୍ଡ ଶବ୍ଦ ପାଖଣ୍ଡରୂପେ ଉଚ୍ଚାରିତ ହେବାର ମନିଅର ବଲିଆମ୍ସ ଲେଖି ଅଛନ୍ତି)
[ସମ୍ପାଦନା]ପାଷାଣ୍ଡ ଦୁଷ୍ଟ; ଦୁର୍ବୃତ୍ତ — Wicked; vile; wanton.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦୁଷ୍ଟାମି —Wickedness; wontonness.