Jump to content

ପାଖି

ଉଇକିଅଭିଧାନ‌ରୁ

ପାଖି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପ୍ରାଚୀନ ପଦ୍ୟ) ଅ.

[ସମ୍ପାଦନା]

ପାଖକୁ — To the side or direction of.

କି କଲେ ଋଷି ବୋଲି ନୃପ ଦୁଇ ଆଖି, ବୁଜି କରି ପୁଣି ଚାହାନ୍ତେ ଦୁଇ ପାଖି କୃଷ୍ଣସିଂହ, ମହାଭାରତ ଅନୁଶାସନ