Jump to content

ପାଖିଆ ପାଖେଇ

ଉଇକିଅଭିଧାନ‌ରୁ

ପାଖିଆ ପାଖେଇ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଏକ ପାଖକୁ ଲୋକମାନଙ୍କୁ ଆଡ଼େଇବା ବା ହଟାଇବା କର୍ମ; ଆଡ଼େଇ ଦେବା —୧. The act of making people move to one side.
୨. (ବିପରୀତ ଦିଗରି ଆସୁଥିବା ଦୁଇଜଣ) ପରସ୍ପର ବିପରୀତ ପାର୍ଶ୍ୱକୁ ଆଡ଼େଇ ଯିବା —୨. (two persons coming from opposite directions) Moving to mutually opposite sides; making way for each other.