Jump to content

ପାଖିବନ୍ଧା ମହଣ

ଉଇକିଅଭିଧାନ‌ରୁ

ପାଖିବନ୍ଧା ମହଣ

ଉଚ୍ଚାରଣ

[ସମ୍ପାଦନା]

(ପଖିବନ୍ଧା ମଣ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାର୍ଶ୍ୱବନ୍ଧନ+ଓ ମଣ)

[ସମ୍ପାଦନା]

ସଗଡ଼ରେ ବା ହଳରେ ଲାଗି ଥିବା ମଣିଆ (ମହଣ ହୋଇଥିବା) ବଦଳଙ୍କ ପାଖରେ ଅମଣିଆ ଦାମୁଡ଼ିକୁ ଅଭ୍ୟସ୍ତ କରିବାପାଇଁ ବାନ୍ଧିକରି ବୁଲାଇ ମଣ କରିବା —Breaking of a steer in plough or cart by tying it with the yoked bullocks and causing it to walk along- side for some time.