Jump to content

ପାଖିବା

ଉଇକିଅଭିଧାନ‌ରୁ

ପାଖିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପାର୍ଶ୍ୱ)

[ସମ୍ପାଦନା]
୧. ଏକ ପାଖକୁ ଆଉଜିଯିବା — ୧. To lean to one side.
୨. ଏକ ପାର୍ଶ୍ୱକୁ ଘୁଞ୍ଚି ଯିବା — ୨. To move to one side.
୩. (ସମୟ ବା ସ୍ଥାନ ବା ବ୍ୟକ୍ତି) ନିକଟବର୍ତ୍ତୀ ହେବା; ପାଖକୁ ଆସିବା —୩. (a time ,place or person) To come near; to become nearer; to approach.

ଆଖେଇବାସ ଆଗଉ ଆଖଉ ପାଖେଇଲା ଢଗ

୪. ପାର୍ଶ୍ୱ ଦିଗକୁ ଗତି କରିବା —୪. To make a side- long movement.
୫. ଆଡ଼େଇ ଯିବା; ଏକ ପାଖକୁ ଆଉଜି ଯାଇ ଅନ୍ୟ ବ୍ୟକ୍ତିକୁ ବାଟ ଛାଡ଼ି ଦେବା —୫. To make room for another person to pass.