Jump to content

ପାଖି ପଟା

ଉଇକିଅଭିଧାନ‌ରୁ

ପାଖି ପଟା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପାର୍ଶ୍ୱ+ପଟ)

[ସମ୍ପାଦନା]

କାଠମୁଣ୍ଡି କରତଦ୍ୱାରା ଚିରା ହୋଇ ଯିବା ପରେ ଦୁଇ ପାଖରେ ଯେଉଁ ପଳଖା ଖଣ୍ଡମାନ ରହି ଯାଏ —The slices on both sides which remain after a log is sawed into planks.