ପାଖୁଡ଼
ଦେଖଣା
ପାଖୁଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପକ୍ଷ; ପକ୍ଷ୍ମ)
[ସମ୍ପାଦନା]- ୧. ପୁଷ୍ପର ଦଳ —୧. The petal of a flower.
ଅଣା ଅଛି ବିଶେଷ୍ୟ - ବହୁତ ବାସନ୍ତିକ ବାସକୁସୁମ ପାଖୁଡ଼ା କବିସୂର୍ଯ୍ୟ—ସଙ୍ଗୀତ
- ୨. ଉପର୍ଯ୍ୟୁପରି ନ୍ୟସ୍ତ ପତଳା ସ୍ତର — ୨. Thin layers laidk over one another.
- ୩. କପା ବା ଶିମିଳି ତୁଳାରେ କୋଷର ଉପରିସ୍ଥ ପତଳା ଆବରଣ — ୩. The capsule of cotton or silk-cotton pods.