ଦେଶଜ - କ୍ରି. (ସଂସ୍କୃତ - ପାର୍ଶ୍ୱ)
[ସମ୍ପାଦନା]
- ୧. ପାଖିବା (ଦେଖ) - — ୧. Pākhiī (See).
ପାଖେଇ ଆସୁଛି ହେ ଅନ୍ତିମ କାଳ—ରାଧାନାଥ ଦରବାର
- ୨. ପାଖେଇ ଦେବା —୨. Pākhei debā (See).
[ଦ୍ରଷ୍ଟବ୍ୟ —ପାଖେଇବା କ୍ରିୟାର ଅସମାପିକାରୂପ ସଙ୍ଗେ ଆସିବା, ଯିବା, ହେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]