Jump to content

ପାଖ ଆଖ

ଉଇକିଅଭିଧାନ‌ରୁ

ପାଖ ଆଖ

ଉଚ୍ଚାରଣ

[ସମ୍ପାଦନା]

(ଆଖ ପାଖ—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ -(ଅର୍ଥହୀନ ୨ୟ ସହଚର ଶବ୍ଦ)

[ସମ୍ପାଦନା]
୧. ପାଖ — ୧. Side.
୨. ନିକଟବର୍ତ୍ତୀ ସ୍ଥାନ — ୨. Adjacent placr.
୩. ପାର୍ଶ୍ୱବର୍ତ୍ତୀ ଓ ସମ୍ମୁଖସ୍ଥ ସ୍ଥାନମାନ — ୩. The place near and in front of a person.
୪. କୌଣସି ସ୍ଥାନର ଚାରିଆଡ଼େ ନିକଟବର୍ତ୍ତୀ ସ୍ଥାନମାନ — ୪. Places surronding a locality; surroundings.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ନିକଟବର୍ତ୍ତୀ — ୧. Near.
୨. ପରସ୍ପରକୁ ଲଗାଲଗି — ୨. Adjoining each other.
୩. ଅଳ୍ପ ଦୁରରେ ଅବସ୍ଥିତ —୩. Situated at a small distance; not far off; near by.

ଦେଶଜ - ଅ

[ସମ୍ପାଦନା]

ପ୍ରାୟ —Approximately.

(ଯଥା—ଏ ବିବାହରେ ଶହେଟଙ୍କା ଆଖ ପାଖ ଖରଚ ଲାଗିଲା)