Jump to content

ପାଖ ପଡ଼ିଶା

ଉଇକିଅଭିଧାନ‌ରୁ

ପାଖ ପଡ଼ିଶା

ଉଚ୍ଚାରଣ

[ସମ୍ପାଦନା]

ପାଖ ପଡ଼ୋଶ, ପାଖପଡ଼ା, ପାଖ ପଡ଼ୋଶୀ'

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାର୍ଶ୍ୱ ଓ ପ୍ରତିବେଶୀ)

[ସମ୍ପାଦନା]
୧. ନିକଟବର୍ତ୍ତୀ ପ୍ରତିବାସୀ —୧. Near neighbour.

ପାଖ ପଡ଼ିଶା ସେ ବେନି କାନ୍ଥ ହେଲା ବେନି ମଧ୍ୟେ ଅନ୍ତରାଳ ରାଧାନାଥ କେଦାରଗୌରୀ


ଅନୁବାଦ

[ସମ୍ପାଦନା]

ଗୃହର ଚତୁର୍ଦ୍ଦିଗସ୍ଥ ନିକଟବର୍ତ୍ତୀ ସ୍ଥାନମାନ — ୨. Places in the neighbourhood of a person's house.

ଦେଶଜ - ବିଶେଷଣ -

[ସମ୍ପାଦନା]

ଗୃହର ନିକଟରେ ବାସ କରୁଥିବା; ସାଇପଡ଼ିଶା — (a person) Living in the neighbourhood of a person's house.