ପାଖ ମାଡ଼ିବା
=== ଦେଶଜ - କ୍ରିୟାପଦ -
(କୌଣସି ବ୍ୟକ୍ତିର ବା ସ୍ଥାନର) ପାଖକୁ ବା ନିକଟକୁ ଆସିବା —To come near (a place or person.).