Jump to content

ପାଖ ଲୋକ

ଉଇକିଅଭିଧାନ‌ରୁ

ପାଖ ଲୋକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପାର୍ଶ୍ୱଲୋକ)

[ସମ୍ପାଦନା]
୧. ପାର୍ଶ୍ୱଚର — ୧. Companion .
୨. ଅନୁଚର — ୨. Attendant; personal servent.
୩. ଅର୍ଦ୍ଦଳୀ; ଚାକର —୩. Orderly; Servent.

ଦୁରବିନ୍ଦରେ ଚାହିଁ ଦେଲା, ପାଖଲୋକକୁ ପଚାରିଲା, ଏ କ୍ୟା? ଫକୀରମୋହନ. ଗଳ୍ପସ୍ୱଳ୍ପ