ପାଗଲାଘଣ୍ଟା
ଦେଖଣା
ପାଗଲାଘଣ୍ଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଗଲାଘଣ୍ଟା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଯେଉଁ ଘଣ୍ଟା ଠିକ ସମୟ ରଖେ ନାହିଁ —୧. A clock which often goes wrong.
- ୨. ଜେଲଖାନାରେ ହଠାତ୍ ବିପଦ ଉପସ୍ଥିତ ହେଲେ, ଜେଲ୍ର କର୍ମାଚାରୀମାନେ ଯେଉଁ ଘଣ୍ଟାକୁ ପିଟି ଅନ୍ୟ କର୍ମଟାରୀମାନଙ୍କୁ ସାବଧାନ କରାଇ ଦିଅନ୍ତି —୨. Alarm gong which is sounded in a jail in times of emergency.