Jump to content

ପାଗଳାଇବା

ଉଇକିଅଭିଧାନ‌ରୁ

ପାଗଳାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବାତୁଲପରି ଗପିବା; ପ୍ରଳାପ କରିବା —୧. To rave like a mad man.
୨. (ସଂସ୍କୃତ - ପ୍ରୋଦ୍ଗାର) ପାଗୁଳାଇବା; ରୋମନ୍ଥ କରିବା — ୨. To ruminate.

[[]] ୩ ପାକଳାଇବା ]] ୪ (ଦେଖ) - — ୩. Pākaḻāibā ୪. (See)

୪. କଥାରେ ଭଣ୍ଡାଇବା; ବୂଲାଇବା — ୪. To wheeldle; to cajole.
୫. ଜ୍ଞାତବ୍ୟ ବିଷୟର ପ୍ରକୃତି ଉତ୍ତର ନ ଦେଇ ବା ପ୍ରକୃତ କଥା ନ କହି ଏଣୁ ତେଣୁ କହିବା — ୫. To prevaricate, to make evasive replies or statement