ପାଗଳ ଖାନା
(ପାଗଳଖାନା, ପାଗଲଖାନା, ପାଗଲାଖାନା; ପାଗଲ କୋଠି, ପାଗଲା ଗାରଦ୍—ଅନ୍ୟରୂପ)
ବାତୁଳମାନଙ୍କ ଚିକିତ୍ସାର୍ଥ ପ୍ରତିଷ୍ଠିତ ଆଶ୍ରମ; ବାତୁଳାଶ୍ରମ —Lunatic assylum; mental hospital.