Jump to content

ପାଗୁଆଳି ହାଣ୍ଡି

ଉଇକିଅଭିଧାନ‌ରୁ

ପାଗୁଆଳି ହାଣ୍ଡି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପାଗ ହାଣ୍ଡି; ରନ୍ଧନାର୍ଥ ବ୍ୟବହୃତ ମାଟି ପାତ୍ର; ପାକ ଭବଣ୍ଡା —୧. Earthen cooking pot.
୨. ଯେଉଁ ବଡ଼ ହାଣ୍ଡିରେ ଗୁଡ଼ ରନ୍ଧି ଗୁଡ଼ିଆମାନେ ଉଖୁଡ଼ାର ପାଗ କରନ୍ତି ଏବଂ ଖଳି କରନ୍ତି —୨. Big earthen pots in which fried corn is seasound in lboiled sugar and in which dough is boiled for prebparing cakes.