ପାଗୁଳି
ଦେଖଣା
ପାଗୁଳି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ପାକସ୍ଥାଳୀ)—ପାକପାତ୍ର; ପାଗହାଣ୍ଡି — ୧. Cooking pot.
- ୨. (ସଂସ୍କୃତ - ପ୍ରୋଦ୍ଗାର) ପୁକୁଳା (ଦେଖ) - ୨. Pākuḻā (See)
- ୩. ଚର୍ବିତଚର୍ବାଣ ବେଳେ ଗବାଦି ପଶୁ ପେଟ ମଧ୍ୟରୁ ଯେଉଁ ଖାଦ୍ୟର ଗୋଳା ଆଣି ପାଟିରେ ରୋମନ୍ଥ କରନ୍ତି — ୩. Cud.