ପାଗ କରିବା
ଦେଖଣା
ପାଗ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଗ କରିବା
|
ପାଗ ପକା(କେ)ଇବା, ପାଗ ଦେବା ଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୃଷି କର୍ମର ଅନୁକୂଳ ଋତୁ ଘଟିବା — ୧. The arrivel of the peoper season or weather for a particular agricultural operation.
(ଯଥା—ଆଜି ଧାନ ବୁଣିବାକୁ ଭଲ ପାଗ କରିଛି)
- ୨. କୌଣସି କାର୍ଯ୍ୟ ପାଇଁ ଉପଯୁକ୍ତ ଋତୁ ବା ସମୟ ଘଟିବା — ୨. The arrival of the proper weather or time for doing a certain work.
ଦେଶଜ - କ୍ରିୟାପଦ -
[ସମ୍ପାଦନା]ପୁରୁଣା ପାକପାତ୍ରମାନ ଫିଙ୍ଗିଦେଇ ରନ୍ଧନାର୍ଥ ଏକ ସାର ନୂଆ ପାକପତ୍ର କରିବା —To replace an old set of cooking pots by a new set.