ପାଗ ଛଡ଼ା
ଦେଖଣା
ପାଗ ଛଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାଗ ଛଡ଼ା
|
ଦେଶଜ - ବିଶେଷଣ - (ସଂସ୍କୃତ - ପାକ+ଉତ୍ସୃଷ୍ଟ)
[ସମ୍ପାଦନା]- ୧. ବର୍ଜ୍ଜିତ (ହାଣ୍ଡି); ମୃତକାଦି ଅଶୌଚ ଶେଷରେ ରନ୍ଧନଶାଳାରୁ କଢ଼ା ଯାଇଥିବା (ହାଣ୍ଡି) — ୧. Discarded or abandoned (earthen cooking pots.)
- ୨. ଋତୁମତୀ ହେବାରୁ ରାନ୍ଧିବାର ଅଯୋଗ୍ୟ (ସ୍ତ୍ରୀ); ପାକା— ସ୍ପୃଶ୍ୟା —୨. Menstruated; (a women) in her monthly course.