Jump to content

ପାଗ ଛୁଇଁବା

ଉଇକିଅଭିଧାନ‌ରୁ

ପାଗ ଛୁଇଁବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପାଗ ଛେଇଁବା—ଅନ୍ୟରୂପ)]

ଦେଶଜ - କ୍ରି.

[ସମ୍ପାଦନା]
୧. (ସ୍ତ୍ରୀ) ଋତୁସ୍ନାନ ପରେ ପାକଶାଳାରେ ପ୍ରବେଶ କରି ରନ୍ଧନ କରିବା — ୧. (a. women) To cook for the first time after her purificatory bath after the menses.
୨. ନବବଧୁ ଶ୍ୱଶୁରାଳୟକୁ ଆସି ଶ୍ୱଶୁରଙ୍କ ପାକରେ ପ୍ରଥମେ ରାନ୍ଧିବା —୩. (a new bride) To cook for the fist time in the husband's cooking.