Jump to content

ପାଗ ଯୋଗ

ଉଇକିଅଭିଧାନ‌ରୁ

ପାଗ ଯୋଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଏକାର୍ଥର ସହଚର ଶବ୍ଦ)

[ସମ୍ପାଦନା]
୧. ଶସ୍ୟାଦି ଆବାଦ ହେବା ପାଇଁ ଆବଶ୍ୟକ ଅନୁକୂଳ ସମୟ ଓ ଅନୁକୁଳ ପ୍ରକ୍ରିୟାମନା — ୧. The proper season and operations for growing a crop.
୨. ଅନୁକୂଳ ଅବସ୍ଥା; ସୁଯୋଗ — ୨. Favourable condition; opportunity.
୩. ଅନୁକୂଳ ଅବସ୍ଥାମାନଙ୍କର ସମୁଚ୍ଚୟ — ୩. The aggregate and concatenation of all favourable conditions.