ପାଙ୍ଗୁଳା
ଦେଖଣା
ପାଙ୍ଗୁଳା
ଉଚ୍ଚାରଣ
[ସମ୍ପାଦନା](ପାଙ୍ଗୁଳିଆ—ଅନ୍ୟରୂପ)
ପାଙ୍ଗୁଳୀ, ପାଙ୍ଗୁଳେଈସ୍ତ୍ରୀ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଗଳ)
[ସମ୍ପାଦନା]- ୧. ମନ୍ଦାଗ୍ନିଜନିତ ରୋଗ— ବିଶେଷ —୧. A disease due to indigestion.
- ୨. ବାତୁଳତା —୨. madness.
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ବାତୁଳ — ୧. Mad; insane.
- ୨. ଈଷତ୍ ବାତୁଳ; ବିକୃତମସ୍ତିକ (ବ୍ୟକ୍ତି) — ୨. Creck-brained.