ପାଚଲ
ବ୍ୟଞ୍ଜନବିଶେଷ; ଘାଣ୍ଟିଆ ତିଅଣ — A kind of vegetable curry; hodge- podge.
ଭଜା ସାକରାଦି ମହୁର; ଆମ୍ୱିଳା ପାଚଲ ବେଶର ରାମଦାସ, ଗାତ୍ୟତାଭକ୍ତି