ପାଚାପାଡ଼୍
ପାଚାପାଡ଼୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପଚାପାଡ଼ି, ପାଚାପାଡ଼ିଆ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷଣ - (ସଂ ପଶ୍ଚାତ୍+ପ୍ରାନ୍ତ; ବଙ୍ଗଳାରୁ ଅନୁକୃତ)
[ସମ୍ପାଦନା]ଯେଉଁ ଶାଢ଼ୀ ଲୁଗାର ପିଚାରେ ପଡ଼ିବା ଅଂଶରେ ଗୋଟିଏ ରଙ୍ଗୀନ୍ ପଟୀ ଥାଏ — (a cloth for female wear) Having a broad stripe lenghwise about the middle of it.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ଶାଢ଼ୀର ମଝିରେ ଗୋଟିଏ ରଙ୍ଗିନ୍ ପଟୀ ଥାଏ — A cloth for female wear having a broad coloured stripe running lenghwise about the middle.
[ଦ୍ରଷ୍ଟବ୍ୟ —ଏପରି ଶାଢ଼ୀ ବଙ୍ଗ ଦେଶରେ ଚଳେ ଓ ବଙ୍ଗଳୀଙ୍କ ଦେଖା ଦେଖି ଓଡ଼ିଆଣୀଙ୍କ ମଧ୍ୟରେ ଚଳିଅଛି ଲିଗାର ଯେଉଁ ଅଂଶ ସ୍ତ୍ରମାନଙ୍କ ପିଚା ଉପରେ ରହେ (ଅର୍ଥାତ୍ ଲୁଗାର ଚୁଉଡ଼ା ବାଗରେ ଏକ ପାଖରେ ୬ ପଶ ଓ ଅନ୍ୟ ପାଖରେ ଲୁଗାର ଦଶପଣ ଥାଏ) ସେହି ଅଂଶରେ ଗୋଟିଏ ଲମ୍ୱେ ଲମ୍ୱେ ଉଭୟ ପାଖରେ ଧଡ଼ି (ପାଡ଼୍) ଆକୃତିରେ ଗୋଟିଏ ଲମ୍ୱ ପଟି ବୁଣା ଯୋଇଥାଏ ଉକ୍ତ ଶାଢ଼ୀକୁ ପିନ୍ଧିଲାବେଳେ ଉକ୍ତ ପଟୀଟି ସ୍ତ୍ରୀଲୋକଙ୍କ ପିଚା ଉପରେ ପଡ଼ିଥାଏ ବିବାର ଅଞ୍ଚଳରେ ମାଇପ ପିନ୍ଧିବା ଶାଢ଼ୀର ମଝିରେ ଆଉ ଗୋଟିଏ ଧଡ଼ି ଭଳି ପଟିଥାଏ (ତିନ୍ପଢ଼ିୟା) ଓ କେତେକ ଶାଢ଼ୀରେ ଦୁଇପାଖର ଧଡ଼ିକୁ ଛାଡ଼ି ମଝିରେ ତିନି ପଟି ଥାଏ (ପତ୍ ପଢ଼ିୟା)]