Jump to content

ପାଚିକା

ଉଇକିଅଭିଧାନ‌ରୁ

ପାଚିକା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ପାଚକ+ସ୍ତ୍ରୀ. ଆ)

[ସମ୍ପାଦନା]

ରାନ୍ଧୁଣୀ; ଯେଉଁ ସ୍ତ୍ରୀଲୋକ ପାକ କରେ; ରନ୍ଧନକାରିଣୀ —A female cook.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ପାଚକର ସ୍ତ୍ରୀଲିଙ୍ଗ —Feminine of Pāchaka.