Jump to content

ପାଚିତ

ଉଇକିଅଭିଧାନ‌ରୁ

ପାଚିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପଚ୍ ଧାତୁ ଣିଚ୍+କର୍ମ. ତ)

[ସମ୍ପାଦନା]
୧. ଭଜା ହୋଇଥିବା —୧. Roasted.
୨. ରନ୍ଧା ହୋଇଥିବା —୨. Cooked.
୩. ଜୀର୍ଣ୍ଣ କରା ଯାଇଥିବା —୩. Digested.