Jump to content

ପାଚୀ

ଉଇକିଅଭିଧାନ‌ରୁ

ପାଚୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଔଷଧି ଲତାବିଶେଷ — A kind of medicinal creeper.

[ଦ୍ରଷ୍ଟବ୍ୟ —ବୈଦେକ ମତରେ ଏହା କଟୁ, ହୃଦ୍ୟ, ଉଷ୍ଣ ଓ କଷାୟ ବାତଦୋଷ ଓ ଗ୍ରହଭୂତବିକାର— ନାଶୀ, ତ୍ୱକ୍ଦୋଷପ୍ରଶମକ, ବ୍ରଣରେ ହିତକର; (ରାଜ— ନିର୍ଘଣ୍ଟ)]