Jump to content

ପାଚେଲି

ଉଇକିଅଭିଧାନ‌ରୁ

ପାଚେଲି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପାଚଲ (ଦେଖ) - Pāchala (See)

ଦେଶଜ - ବିଣ—(ସଂ, ପାଞ୍ଚାଳୀ)

[ସମ୍ପାଦନା]

ଏକ ଧର୍ମର ନିଷ୍ଠା ନ ରଖି ପାଞ୍ଚଆଡ଼େ ମନ ବିଲାଇବା (ଧର୍ମବିଶ୍ୱାସ) —Wevering; hesitant (religious belief); having no firm faith.

ୟେକାନ୍ତ ବୁଦ୍ଧି ବଇଷ୍ଣବ, ପାଚେଲି ଧର୍ମେ ଯେ ନଥିବ, ତାହାହିଁ ତହୁଁ ଉପଦେଶ କରିବ ବିଶ୍ୱାସ ଭୂପତି, ପ୍ରେମପଞ୍ଚାମୃତ