Jump to content

ପାଛୁଡ଼ା

ଉଇକିଅଭିଧାନ‌ରୁ

ପାଛୁଡ଼ା

ଉଚ୍ଚାରଣ

[ସମ୍ପାଦନା]

ପାଛୁଡ଼ି, ପାଛୋଡ଼ା, ପାଛୋଡ଼ି,ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ପାଛୋଡ଼ା,ପାଛଡ଼ା, ପାଛୁଡ଼ି ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବି—[ସଂସ୍କୃତ - ପକ୍ଷପଟ; ପ୍ରା. ପଚ୍ଛଡ଼ (ହିନ୍ଦୀ - ଶବ୍ଦସାଗର);ସଂସ୍କୃତ - ପ୍ରଚ୍ଛଦ. ତୁଳ. ପା—ପାଚ୍ଛଡ଼ା]

[ସମ୍ପାଦନା]
୧. ଉତ୍ତରୀୟ; ଚାଦର; ବହିର୍ବାସ —୧. Sheet; scarf.

ପାଛୁଡ଼ାରେ ପୂରାଇ ଅଣ୍ଟାରେ ବାନ୍ଧିଲେ, କାନ୍ଧେ ଛତା ଧରି ଯେ ଯାହା ଘରେ ଗଲେ କୃଷ୍ଣସିଂହ, ମହାଭାରତ ବନ

[ଦ୍ରଷ୍ଟବ୍ୟ —ଲୁଗାକୁ ପିନ୍ଧା ଓ ଚାଦରକୁ ପାଛୁଡ଼ା କହନ୍ତି]

୨. (ସଂସ୍କୃତ - ପ୍ରସ୍ଫୋଟନ+ତାଡ଼ନ) ପାଛୁଡ଼ିବା —୨. Winnowing.

ଦେଶଜ - ବିଶେଷଣ -

[ସମ୍ପାଦନା]

କୁଲାଦ୍ୱାରା ପରିଷ୍କୃତ ହୋଇଥିବା (ଶସ୍ୟାଦି) —Winnowed.