Jump to content

ପାଛୁଡ଼ିବା

ଉଇକିଅଭିଧାନ‌ରୁ

ପାଛୁଡ଼ିବା

ଉଚ୍ଚାରଣ

[ସମ୍ପାଦନା]

(ପାଛୋଡ଼ିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ପ୍ର+ସ୍ଫୁଟ୍ ଧାତୁ; ପ୍ରସ୍ଫୋଟନ=ସୂର୍ପ ବା କୁଲା ଓ ସୂର୍ପଚାଳନ)

[ସମ୍ପାଦନା]

କୁଲାଦ୍ୱାରା ଧାନ ଚାଉଳ ଆଦିରୁ ତୁଷ ଓ ଆବର୍ଜନା ଆଦି ଦୂର କରିବା —To winnow; to remove husks from grains with the help of the winnowing fan.

ପ୍ରାଦେଶିକ - (ଗଞ୍ଜାମ)—କ୍ରି.

[ସମ୍ପାଦନା]

ବଳୁଆ ଯୁବକମାନେ ଶଗଡ଼ ଚକର ତୁମ୍ୱକୁ ନିଜର ଲାହି ପାଖେ ଲଗାଇ ରଖି ଶଗଡ଼ର ପହିକୁ ଦୁଇ ହାତରେ ଧରି ଚକକୁ କୁଲା ପାଛୁଡ଼ିବା ପରି ଉପରକୁ ଓ ତଳକୁ ସଞ୍ଚାଳିତ କରି ବ୍ୟାୟାମ କରିବା —To move the rim of a cart-wheel up and down with the hands like a winnowing fan by fixing its hub at one's navel.