Jump to content

ପାଜସ

ଉଇକିଅଭିଧାନ‌ରୁ

ପାଜସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ସଂସ୍କୃତ - ପଜ୍ ଧାତୁ=ଦୀପ୍ତି ପାଇବା+ଭାବ ଅସ)

[ସମ୍ପାଦନା]
୧. ଦୃଢ଼ତା; ବଳ — ୧. Firmness; vigour; strength. (M.W.)
୨. ଉଜ୍ଜଳତା — ୨. Brightness; glitter; sheen. (M.W.)
୩. ସ୍ୱର୍ଗ ଓ ମର୍ତ୍ତ୍ୟ —୩. Heaven and earth (M.W.)
୪. ଖାଦ୍ୟ ଦ୍ରବ୍ୟ —୪. Food. (M.W.)