ପାଞ୍ଚଗୋଟିଆ
(ପାଞ୍ଚଗଣ୍ଠିଆ—ଅନ୍ୟରୂପ)
ଏକତ୍ର ସଂଲଗ୍ନ ପାଞ୍ଚଟି ଗୋଳକରେ ପ୍ରସ୍ତୁତ କର୍ଣ୍ଣାଭରଣବିଶେଷ — A kind if earring consisting of ୫ balls set together.
ମୁକୁତା ପାଞ୍ଚଗୋଟିଆ, ନାସା ପୁଟିଆ—ପ୍ରାଚୀ,ରହସ୍ୟମଞ୍ଜରୀ