Jump to content

ପାଞ୍ଚଜଣଙ୍କ ଭିତରେ ବସିବା

ଉଇକିଅଭିଧାନ‌ରୁ

ପାଞ୍ଚଜଣଙ୍କ ଭିତରେ ବସିବା

ଉଚ୍ଚାରଣ

[ସମ୍ପାଦନା]

ପାଞ୍ଚରେ ବସିବା, ପାଞ୍ଚଜଣରେ ବସିବା, ଅନ୍ୟରୂପ

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ସମାଜରେ ସମ୍ଭ୍ରାନ୍ତ ବ୍ୟକ୍ତି ବୋଲି ପରିଗଣିତ ହେବା —To be counted as a respectable person in society.

ଶାଶୁ ପରିଗୁଣ, ପାଞ୍ଚରେ ବସେ—ଢଗ