Jump to content

ପାଞ୍ଚଜନ୍ୟ

ଉଇକିଅଭିଧାନ‌ରୁ

ପାଞ୍ଚଜନ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପଞ୍ଚଜନ=ହିରଣ୍ୟକଶିପୁର ପୌତ୍ର ସମୁଦ୍ରବାସୀ ତିମି ରୂପ ଅସୁରବିଶେଷ+ଜାତାର୍ଥେ ଯ; ଏହି ଅସୁରର ଅସ୍ଥିରେ ନିର୍ମିତ ହୋଇଥିବାରୁ)

[ସମ୍ପାଦନା]
୧. ଶ୍ରୀକୃଷ୍ଣଙ୍କ ଶଙ୍ଖର ନାମ — ୧. Name of the conch blown by Srikṛshṇa

[ଦ୍ରଷ୍ଟବ୍ୟ —ଶ୍ରୀକୃଷ୍ଣ ଯେଉଁ ସମୟରେ ତାଙ୍କ ଗୁରୁ ସାନ୍ଦିପନ ମୁନିଙ୍କୁ ଗୁରୁଦକ୍ଷିଣା ଦେବା ପରିବର୍ତ୍ତରେ ତାଙ୍କର ହଜିଥିବା ପୁତ୍ରକୁ ଉଦ୍ଧାର କରିବାପାଇଁ ସମୁଦ୍ରରେ ପ୍ରବେଶ କରିଥିଲେ ସେହି ସମୟରେ ପଞ୍ଚଜନ ନାମକ ଏକ ସମୁଦ୍ରବାସୀ ଅସୁରକୁ ମାରି ତାଙ୍କ ଗୁରୁପୁତ୍ରଙ୍କୁ ଛଡ଼ାଇ ଆଣିଥିଲେ ଓ ତାଠାରୁ ଏ ଶଙ୍ଖ ଆଣିଥିଲେ]

୨. ଅଗ୍ନି (ମେଦିନୀ) —Fire
୩. ଏକପ୍ରକାର ମାଛ —୩. A species of fish (M.W.).
୪. ଜମ୍ୱୁଦ୍ୱୀପର ଆଠଟୁ ଉପଦ୍ୱୀପ ମଧ୍ୟରୁ ଏକ — ୪. Name of one of the ୮ peninsulas of the mythological island Jambu.